Sibaram Panda - Hindi teacher - Nuapada
Sibaram Panda - Hindi teacher - Nuapada

Sibaram Panda's email address and phone number have been validated.

Sibaram Panda

  • Rate ₹149
  • Response 1h
Sibaram Panda - Hindi teacher - Nuapada

₹149/hr

More Hindi teachers

Unfortunately, this teacher is not available

  • Hindi

ଶିବରାମ ପଣ୍ଡା ବିଷୟ -ହିନ୍ଦୀ ବୁଝିବା ମୁଁ ଜଣେ ହିନ୍ଦୀ ଛାତ୍ର ଥିଲି ତେଣୁ ସହଜରେ ବୁଝାଇ ପାରିବି Fees - କେବଳ 35 ଟଙ୍କା

  • Hindi

Class location

About Sibaram Panda

Helo
ମୁଁ ଶିବ
ତମ ସାଙ୍ଗ ବୋଲି ଭାବ
ମୁଁ ଗଞ୍ଜାମ ଟୋକା
ଶିଖିବା ଆଊ ଶିଖାଈବାରେ ମୋତେ ମଜା ଲାଗେ
ଯଦି ଚାହାନ୍ତି ତାହାଲେ ଆମେ ଆରମ୍ଭ କକରିବା
ବୋରେ ହେବାକୁ ଦେବିନି tk v
Auu kn କହିବି
ଡେରି ନକରି ଆରମ୍ଭ କରିବା ହିଁ ମୋ କାମ
ଶିଖିଲେ ମୋତେ b bhala lagiba
All the best

See more

About the class

  • All Levels
  • English

All languages in which the class is available :

English

ବୁଝାଇବା ମୋ କାମ
ବୁଝିବା ଯେମିତି ତମେ ଚାହୁଁଛ
ତମେ ବସ୍ ଭୁଲିବାକୁ ଚେଷ୍ଟା କର
ମୁଁ ଭୁଲିବାକୁଦେବିନି
ଭାରତ ର ଏହି ରାଷ୍ଟ୍ର ଭାଷା କୁ ଶିଖିବା
ଆରମ୍ଭ ଏମିତି ହେଉ -
ଜୟ ହିନ୍ଦ୍ ଜୟଭାରତ
ମେ ଭାରତ କି ସନ୍ତାନ ହୁଁ
(ମୁଁ ଭାରତ ର ସନ୍ତାନଅଟେ)
ମେରା ନାମ ..... ହେ
(ମୋର ନାମ...... ଅଟେ)
ମେ ସିକ୍ଷ୍ନେ କେଳିୟେ ଚାହତା ହୁଁ
(ମୁଁ ଶିଖିବା ପାଇଁ ଚାହେଁ)

See more

Rates

Rate

  • ₹149

Pack prices

  • 5h: ₹745
  • 10h: ₹1490

online

  • ₹149/hr

Similar Hindi teachers in Nuapada